ସନ୍ନ୍ୟାସନ Sannyāsana

  • ସଂ. ବି (ସମ୍+ନି+ଅସ୍. ଧାତୁ+ଭାବ. ଅନ) — ସଂସାର ତ୍ୟାଗ କରିବା — Act of renouncing the world
  • ସଂ. ବି (ସମ୍+ନି+ଅସ୍. ଧାତୁ+ଭାବ. ଅନ) — ଅନ୍ଯ ବ୍ଯକ୍ତି ନିକଟରେ ଧନାଦି ଗଚ୍ଛିତ ରଖିବା — Causing a thing or money to be deposited on trust
  • ସଂ. ବି (ସମ୍+ନି+ଅସ୍. ଧାତୁ+ଭାବ. ଅନ) — ନିକ୍ଷେପ କରିବା — Act of throwing away
  • ସଂ. ବି (ସମ୍+ନି+ଅସ୍. ଧାତୁ+ଭାବ. ଅନ) — ତ୍ୟଜନ — Relinquishment