ସନ୍ନ୍ୟାସ ଧର୍ମ Sannyāsa dharma
- ସଂ. ବି — ସଂସାରବାସନା ପରିତ୍ୟାଗପୂର୍ବକ ଯୋଗ ସାଧାନାରୂପର ଧର୍ମ — The act of practising 'joga' or spiritual exercise after renouncing the world
- ସଂ. ବି — [ଦ୍ର—ଭଗବତ୍ ଗୀତାରେ ପଞ୍ଚମ ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ସନ୍ନ୍ୟାସଧର୍ମ ପାଳନ ଏବଂ ସନ୍ନ୍ୟାସୀର ଲକ୍ଷଣ ଓ ସାଧନ ସମ୍ବନ୍ଧରେ ଉପଦେଶ ଦେଇଅଛନ୍ତି।]