ସନ୍ନ୍ୟାସ ଗ୍ରହଣ Sannyāsa grahaṇa
- ସଂ. ବି ( 6 ଷ୍ଠୀ ତତ୍) — ଗୃହସ୍ଥ ଧର୍ମ ପରିତ୍ୟାଗପୂର୍ବକ ସନ୍ନ୍ୟାସ ବ୍ରତ ଅବଲମ୍ବନ — Act of entering into the order of a recluse
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—କେହି କେହି ବ୍ରହ୍ମଚର୍ଯ୍ୟାଶ୍ରମରୁ, କେହି କେହି ଗୃହସ୍ଥାଶ୍ରମରୁ ଓ କେହି କେହି ବାନପ୍ରସ୍ଥାଶ୍ରମରୁ ସନ୍ନ୍ୟାସଗ୍ରହଣ କରନ୍ତି।]