ସନ୍ନିବଦ୍ଧ Sannibaddha

  • ସଂ. ବିଣ. (ସମ୍+ନି+ବନ୍ଧ୍ ଧାତୁ+କର୍ମ. ତ) — ଦୃଢ଼ ଭାବରେ ବଦ୍ଧ; ସମ୍ୟକ୍ ବନ୍ଧନଯୁକ୍ତ — Securely or very tightly bound
  • ସଂ. ବିଣ. (ସମ୍+ନି+ବନ୍ଧ୍ ଧାତୁ+କର୍ମ. ତ) — ଗ୍ରଥିତ — Strung together
  • ସଂ. ବିଣ. (ସମ୍+ନି+ବନ୍ଧ୍ ଧାତୁ+କର୍ମ. ତ) — ଘନ— ଭାବରେ ଶ୍ରେଣୀବଦ୍ଧ — Arranged in thick set rows; thickly set