ସନ୍ନିପାତ Sannipāta
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ସମ୍ୟକ୍ ରୂପେ ପତନ — Falling completely
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ବିନାଶ — Ruin; destruction
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ଅବତରଣ — Descent
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ଉପସ୍ଥିତି — Presence; arrival
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ସମୂହ; ସମଷ୍ଟି — Aggregate; multitude
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — [ଉ— ଗୁଣସନ୍ନିପାତ ମଧ୍ୟରେ ଗୋଟିଏ ମାତ୍ର ଦୋଷ ବୁଡ଼ିଯାଏ। —କାଳିଦାସ ରଘୁବଂଶ]
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ସମୂହର ମିଳନ — The conglomeration of a multitude
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — (+ଅଧିକରଣ ଅ) ଯୁଦ୍ଧ; ସଂଗ୍ରାମ — War; battle
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ସନ୍ଧି; ବାତପିତ୍ତ— କଫର ପ୍ରକୋପଜନିତ ତ୍ରିଦୋଷଜ ବିକାର; ଜ୍ୱରରୋଗର ମାରାତ୍ମକ ଆବସ୍ଥା — State of collapse due to a morbid condition of the three humours of the body; fatal condition of fever
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — [ଦ୍ର—ଏକ ସମୟରେ କଫବାତପିତ୍ତର ପ୍ରକୋପ ଅଧିକ ହୋଇଗଲେ ରୋଗୀର ଆସନ୍ନମୁତ୍ୟୁ ଅବସ୍ଥା ଘଟେ। ଏହାକୁ ସନ୍ନିପାତ ବା 'ତ୍ରିସନ୍ଧି' ବୋଲାଯାଏ।
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — ବୈଦ୍ଯକ ଗ୍ରନ୍ଥ (ଯଥା—ହଂସରାଜ ପ୍ରଣୀତ ନିଦାନ ଗ୍ରନ୍ଥ) ଅନୁସାରେ ସନ୍ନିପାତ 13 ପ୍ରକାରର। ଯଥା— ସନ୍ଧିକ, ଅନ୍ତକ, ରୁଗ୍ଦାହ, ଚିତ୍ତବିଭ୍ରମ, ଶୀତାଙ୍ଗ, ତନ୍ଦ୍ରିକ, କଣ୍ଠକୁବ୍ଜ, କର୍ଣ୍ଣକ, ଭୁଗ୍ନନେତ୍ର, ରକ୍ତଷ୍ଠୀବୀ, ପ୍ରଳାପକ, ଜିହ୍ୱକ ଓ ଅଭିନ୍ୟାସ। ସନ୍ଧିକରେ 7 ଦିନ, ଅନ୍ତକରେ 10 ଦିନ, ରୁଗ୍ଦାହରେ 20 ଦିନ, ଚିତ୍ତ ବିଭ୍ରମରେ 24 ଦିନ, ଶୀତାଙ୍ଗରେ 15 ଦିନ, ତନ୍ଦ୍ରିକରେ 25 ଦିନ, କଣ୍ଠକୁବ୍ଜରେ 13 ଦିନ, କର୍ଣ୍ଣକରେ 3 ମାସ, ଭୁଗ୍ନନେତ୍ରରେ 8 ଦିନ, ରକ୍ତଷ୍ଠୀବୀରେ 1 ଦିନ, ପ୍ରଳାପକରେ 14 ଦିନ, ଜିହ୍ୱକରେ 16 ଦିନ, ଅଭିନ୍ୟାସରେ 16 ଦିନ ପରମାୟୁ। ଏଥି ମଧ୍ୟରୁ ସନ୍ଧିକ, ତନ୍ଦ୍ରିକ, କର୍ଣ୍ଣକ, କଣ୍ଠକୁବ୍ଜ, ଜିହ୍ୱକ ଓ ଚିତ୍ତବିଭ୍ରମ ଏହି 6 ଟି ସାଧ୍ୟ ଓ ଅନ୍ଯ 7 ଟି ମାରକ। — ବୈଦ୍ଯକ ଗ୍ରନ୍ଥ (ଯଥା—ହଂସରାଜ ପ୍ରଣୀତ ନିଦାନ ଗ୍ରନ୍ଥ) ଅନୁସାରେ ସନ୍ନିପାତ13ପ୍ରକାରର ଯଥା— ସନ୍ଧିକ, ଅନ୍ତକ, ରୁଗ୍ଦାହ, ଚିତ୍ତବିଭ୍ରମ, ଶୀତାଙ୍ଗ, ତନ୍ଦ୍ରିକ, କଣ୍ଠକୁବ୍ଜ, କର୍ଣ୍ଣକ, ଭୁଗ୍ନନେତ୍ର, ରକ୍ତଷ୍ଠୀବୀ, ପ୍ରଳାପକ, ଜିହ୍ୱକ ଓ ଅଭିନ୍ୟାସ ସନ୍ଧିକରେ7ଦିନ, ଅନ୍ତକରେ10ଦିନ, ରୁଗ୍ଦାହରେ20ଦିନ, ଚିତ୍ତ ବିଭ୍ରମରେ24ଦିନ, ଶୀତାଙ୍ଗରେ15ଦିନ, ତନ୍ଦ୍ରିକରେ25ଦିନ, କଣ୍ଠକୁବ୍ଜରେ13ଦିନ, କର୍ଣ୍ଣକରେ3ମାସ, ଭୁଗ୍ନନେତ୍ରରେ8ଦିନ, ରକ୍ତଷ୍ଠୀବୀରେ1ଦିନ, ପ୍ରଳାପକରେ14ଦିନ, ଜିହ୍ୱକରେ16ଦିନ, ଅଭିନ୍ୟାସରେ16ଦିନ ପରମାୟୁ ଏଥି ମଧ୍ୟରୁ ସନ୍ଧିକ, ତନ୍ଦ୍ରିକ, କର୍ଣ୍ଣକ, କଣ୍ଠକୁବ୍ଜ, ଜିହ୍ୱକ ଓ ଚିତ୍ତବିଭ୍ରମ ଏହି6ଟି ସାଧ୍ୟ ଓ ଅନ୍ଯ7ଟି ମାରକ
- ସଂ. ବି. (ସମ୍+ନି+ପତ୍ ଧାତୁ+ଭାବ ଅ) — 'ଭାବପ୍ରକାଶ'ରେ ଏହି ତ୍ରୟୋଦଶ ସନ୍ନିପାତକୁ ଏକୋଲ୍ୱଣ, ଦ୍ୟୁଲ୍ୱଣ ଓ ତ୍ର୍ୟଲ୍ୱଣ ଏହି ତିନି ଶ୍ରେଣୀରେ ବିଭକ୍ତ କରା ଯାଇଅଛି।