ସନ୍ନିଧି Sannidhi
- ସଂ. ବି (ସମ୍+ନି+ଧା ଧାତୁ+ଭାବ. ଇ) — ସାମୀପ୍ୟ, ସନ୍ନିଧାନ — Nearness; vicinity; propinquity
- ସଂ. ବି (ସମ୍+ନି+ଧା ଧାତୁ+ଭାବ. ଇ) — (ସତ୍+ନିଧି, କର୍ମଧା)—ଉତ୍ତମ ନିଧି; ସମ୍ପତ୍ତି; ସଂପଦ — Good gem; riches
- ସଂ. ବି (ସମ୍+ନି+ଧା ଧାତୁ+ଭାବ. ଇ) — [ଉ—( 1 ଓ 2 ଅର୍ଥ) ବେଭାରେ ହୋଇଲା, ପରା ଏ ସନ୍ନିଧି, ସନ୍ନିଧି ଗମେ ପାବନି ଯେ। ଭଞ୍ଜ, ବୈଦେହୀଶବିଳାସ।] — [ଉ—(1ଓ2ଅର୍ଥ) ବେଭାରେ ହୋଇଲା, ପରା ଏ ସନ୍ନିଧି, ସନ୍ନିଧି ଗମେ ପାବନି ଯେ ଭଞ୍ଜ, ବୈଦେହୀଶବିଳାସ]
- ସଂ. ବି (ସମ୍+ନି+ଧା ଧାତୁ+ଭାବ. ଇ) — ଅବସ୍ଥାନ; ଅବସ୍ଥିତି — Staying; situation
- ସଂ. ବି (ସମ୍+ନି+ଧା ଧାତୁ+ଭାବ. ଇ) — ଇନ୍ଦ୍ରିୟ— ଗ୍ରାହ୍ୟ ବିଷୟ — A thing perceived by the senses