ସନ୍ନିଧାନ Sannidhāna
- ସଂ. ବି (ସମ୍+ନି+ଧା. ଧାତୁ=ଧାରଣ କରିବା+ ଭାବ. ଅନ) — ସାମୀପ୍ୟ; ନୈକଟ୍ୟ — Nearness
- ସଂ. ବି (ସମ୍+ନି+ଧା. ଧାତୁ=ଧାରଣ କରିବା+ ଭାବ. ଅନ) — ସମାଗମ; ଆବିର୍ଭାବ — Arrival; meeting; unfolding; appearance
- ସଂ. ବି (ସମ୍+ନି+ଧା. ଧାତୁ=ଧାରଣ କରିବା+ ଭାବ. ଅନ) — ସ୍ଥିତି — Staying; continuance
- ସଂ. ବି (ସମ୍+ନି+ଧା. ଧାତୁ=ଧାରଣ କରିବା+ ଭାବ. ଅନ) — (+ଅଧି. ଅନ) ଇନ୍ଦ୍ରିୟଗୋଚର ବିଷୟ — Things perceived by the senses
- ସଂ. ବି (ସମ୍+ନି+ଧା. ଧାତୁ=ଧାରଣ କରିବା+ ଭାବ. ଅନ) — (କର୍ମ ଅନ) ଆଶ୍ରୟ — Shelter; refuge
- ସଂ. ବି (ସମ୍+ନି+ଧା. ଧାତୁ=ଧାରଣ କରିବା+ ଭାବ. ଅନ) — ଅବସ୍ଥାନ — Situation