ସନ୍ନିକର୍ଷ Sannikarṡha

  • ସଂ. ବି—(ସମ୍+ନି+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — ସାନ୍ନିଧ୍ୟ; ନୈକଟ୍ୟ — Nearness; proximity; propinquity
  • ସଂ. ବି—(ସମ୍+ନି+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — (+କର୍ତ୍ତୃ. ଅ) ଇନ୍ଦ୍ରିୟଗୋଚର ବିଷୟ — Matter; anything perceptible by the sense-organs
  • ସଂ. ବି—(ସମ୍+ନି+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — (ନ୍ଯାୟ) ବିଷୟେନ୍ଦ୍ରିୟ ସମ୍ବନ୍ଧ — (Logic) the correlation or connection between matter and senses; perception of matter through the sense-organs
  • ସଂ. ବି—(ସମ୍+ନି+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — [ଦ୍ର—ନ୍ଯାୟ ଶାସ୍ତ୍ର ମତରେ ସନ୍ନିକର୍ଷ ବା ବିଷୟେନ୍ଦିୟ ସମ୍ବନ୍ଧ ଦ୍ୱିବିଧ; ଯଥା— 1 । ଲୌକିକ ସନ୍ନିକର୍ଷ, 2 । ଅଲୌକିକ ସନ୍ନିକର୍ଷ; ( 1 ) ଲୌକିକ ସନ୍ନିକର୍ଷ 6 ପ୍ରକାରର—(କ) ଇନ୍ଦ୍ରିୟ ସଂଯୋଗ, (ଖ) ଇନ୍ଦ୍ରିୟ ସଂଯୋଗ ସମବାୟ, (ଗ) ଇନ୍ଦ୍ରିୟ ସଂଯୁକ୍ତ ସମବେତ ସମବାୟ, (ଘ) ଶ୍ରୋତ୍ରାଦି ସମବାୟ, (ଙ) ଶ୍ରୋତ୍ରାଦି ସମବେତ ସମବାୟ, (ଚ) ତଦାଦି ବିଶେଷଣତା। ( 2 ) ଅଲୌକିକ ସନ୍ନିକର୍ଷ ତ୍ରିବିଧ—(କ) ସାମାନ୍ୟ ଲକ୍ଷଣା, (ଖ) ଜ୍ଞାନ ଲକ୍ଷଣା, (ଗ) ଯୋଗଜ।] — [ଦ୍ର—ନ୍ଯାୟ ଶାସ୍ତ୍ର ମତରେ ସନ୍ନିକର୍ଷ ବା ବିଷୟେନ୍ଦିୟ ସମ୍ବନ୍ଧ ଦ୍ୱିବିଧ; ଯଥା—1 ଲୌକିକ ସନ୍ନିକର୍ଷ,2 ଅଲୌକିକ ସନ୍ନିକର୍ଷ; (1) ଲୌକିକ ସନ୍ନିକର୍ଷ6ପ୍ରକାରର—(କ) ଇନ୍ଦ୍ରିୟ ସଂଯୋଗ, (ଖ) ଇନ୍ଦ୍ରିୟ ସଂଯୋଗ ସମବାୟ, (ଗ) ଇନ୍ଦ୍ରିୟ ସଂଯୁକ୍ତ ସମବେତ ସମବାୟ, (ଘ) ଶ୍ରୋତ୍ରାଦି ସମବାୟ, (ଙ) ଶ୍ରୋତ୍ରାଦି ସମବେତ ସମବାୟ, (ଚ) ତଦାଦି ବିଶେଷଣତା (2) ଅଲୌକିକ ସନ୍ନିକର୍ଷ ତ୍ରିବିଧ—(କ) ସାମାନ୍ୟ ଲକ୍ଷଣା, (ଖ) ଜ୍ଞାନ ଲକ୍ଷଣା, (ଗ) ଯୋଗଜ]
  • ସଂ. ବି—(ସମ୍+ନି+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — 4 (ନ୍ଯାୟ ଦର୍ଶନ) ସାମାନ୍ୟ ଲକ୍ଷଣା, ଜ୍ଞାନ ଲକ୍ଷଣା ଓ ଯୋଗଜ, ଏହି ତ୍ରିବିଧ ଅଲୌକିକ ପ୍ରତ୍ୟକ୍ଷ ସାଧନ ଉପାୟ — 4(ନ୍ଯାୟ ଦର୍ଶନ) ସାମାନ୍ୟ ଲକ୍ଷଣା, ଜ୍ଞାନ ଲକ୍ଷଣା ଓ ଯୋଗଜ, ଏହି ତ୍ରିବିଧ ଅଲୌକିକ ପ୍ରତ୍ୟକ୍ଷ ସାଧନ ଉପାୟ—3. (Logic) The three supernatural metbods of perceiving objects