ସନ୍ନିକଟ Sannikaṭa

  • ସଂ. ବିଣ. (ସମ୍=ସମ୍ୟକ୍+ନିକଟ) — ଅତି ନିକଟ — Very near
  • ସଂ. ବିଣ. (ସମ୍=ସମ୍ୟକ୍+ନିକଟ) — ଲଗାଲଗି — Adjacent; adjoining each other
  • ସଂ. ବିଣ. (ସମ୍=ସମ୍ୟକ୍+ନିକଟ) — ଆସନ୍ନ — Impending