ସନ୍ନାହ Sannāha
- ସଂ. ବି. (ସମ୍+ନହ୍ ଧାତୁ=ବାନ୍ଧିବା+କରଣ ବା କର୍ମ. ଅ) — କବଚ; ସାଞ୍ଜୁ; ବର୍ମ; ତନୁତ୍ର — Armour; coat of mail
- ସଂ. ବି. (ସମ୍+ନହ୍ ଧାତୁ=ବାନ୍ଧିବା+କରଣ ବା କର୍ମ. ଅ) — ପୋଷାକ; ପରିଚ୍ଛଦ — Dress
- ସଂ. ବି. (ସମ୍+ନହ୍ ଧାତୁ=ବାନ୍ଧିବା+କରଣ ବା କର୍ମ. ଅ) — ସାଜସଜ୍ଜା — Equipment; trappings
- ସଂ. ବି. (ସମ୍+ନହ୍ ଧାତୁ=ବାନ୍ଧିବା+କରଣ ବା କର୍ମ. ଅ) — (+ଭାବ. ଅ) ଉଦ୍ଯୋଗ — Readiness for action