ସନ୍ନାହ୍ୟ Sannāhya

  • ସଂ. ବିଣ. (ସନ୍ନାହ+ଯୋଗ୍ୟାର୍ଥେ ଯ) — ସନ୍ନଦ୍ଧ ହେବାର ଯୋଗ୍ୟ — Fit to be armed or equipped
  • ସଂ. ବିଣ. (ସନ୍ନାହ+ଯୋଗ୍ୟାର୍ଥେ ଯ) — ବର୍ମିତ — Armed; accoutred
  • ସଂ. ବି — ଯୁଦ୍ଧରେ ବ୍ଯବହୃତ ହେବାର ଉପପୁକ୍ତ ହସ୍ତ୍ରୀ; ସମରୋଚିତ ଗଜ — An elephant fit for being employed in war