ସନ୍ନହନ Sannahana

  • ସଂ. ବି. (ସମ୍=ସମ୍ୟକ୍+ନହ୍ ଧାତୁ=ପିନ୍ଧିବା+ଭାବ. ଅନ) — ବର୍ମ ପରିଧାନ — Putting on an armour
  • ସଂ. ବି. (ସମ୍=ସମ୍ୟକ୍+ନହ୍ ଧାତୁ=ପିନ୍ଧିବା+ଭାବ. ଅନ) — ଦେହରେ ଅସ୍ତ୍ର ବାନ୍ଧିବା; ଅସ୍ତ୍ର ବନ୍ଧନ — Putting on of arms or weapons; arming one's body with weapons
  • ସଂ. ବି. (ସମ୍=ସମ୍ୟକ୍+ନହ୍ ଧାତୁ=ପିନ୍ଧିବା+ଭାବ. ଅନ) — ରଣ ସଜ୍ଜା — Battle array; preparation for battle
  • ସଂ. ବି. (ସମ୍=ସମ୍ୟକ୍+ନହ୍ ଧାତୁ=ପିନ୍ଧିବା+ଭାବ. ଅନ) — ଉଦ୍ଯୋଗ — Readiness for action; exertion; attempt