ସନ୍ନଦ୍ଧ Sannaddha

  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ସନ୍ନାହ ବିଶିଷ୍ଟ; ବର୍ମିତ, ସାଞ୍ଜୁ ପିନ୍ଧିଥିବା; କବତବଦ୍ଧ; କୃତସନ୍ନାହ — Accoutred; girt with armour
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ସାଜସଜ୍ଜା ପରିହିତ — Equipped with fittings; harnessed
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ଶସ୍ତ୍ରସଜ୍ଜିତ — Armed
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ପୋଷାକ ପିନ୍ଧିଥିବା — Dressed
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ବ୍ୟୂହିତ; ବ୍ୟୂହବିନ୍ୟାସ ଯୁକ୍ତ; ବ୍ୟୂଢ଼ — Arranged in battle order; arrayed
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ଶ୍ରେଣୀବଦ୍ଧ — Arranged; in row or lines
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ବଦ୍ଧ୍ରସଂବଦ୍ଧ — Well bound; connected; confined
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ଉତ୍ପନ୍ନ — Born; produced
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ଆତତାୟିବଧାର୍ଥ ଉଦ୍ୟତ — Ready to kill the enemy
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ଯାହାର ବାହୁରେ କବଚ ବା ଡେଉଁରିଆ ବନ୍ଧା ହୋଇଅଛି — Wearing an amulet
  • ସଂ. ବି. ପୁଂ (ସମ୍=ସମ୍ୟକ୍+ନହ୍ ଧାତୁ=ବାନ୍ଧିବା+ କର୍ମ. ତ) — ମନ୍ତ୍ରାଦି ସଂଯୁକ୍ତ; ମନ୍ତ୍ରାଦି ରକ୍ଷିତ; ଅଭିମନ୍ତ୍ରିତ — Consecrated with mystic formula or charms