ସନ୍ନତି Sannati

  • ସଂ. ବି. ଧାତୁ (ସମ୍=ସମ୍ୟକ୍+ନମ୍ ଧାତୁ=ନଇଁବା+ଭାବ. ତି) ଅବନତି — Bending; prostration; lowliness
  • ସଂ. ବି. ଧାତୁ (ସମ୍=ସମ୍ୟକ୍+ନମ୍ ଧାତୁ=ନଇଁବା+ଭାବ. ତି) ପ୍ରଣତି; ପ୍ରଣାମ — Obeisance; low salutation
  • ସଂ. ବି. ଧାତୁ (ସମ୍=ସମ୍ୟକ୍+ନମ୍ ଧାତୁ=ନଇଁବା+ଭାବ. ତି) ନମ୍ରତା; ନମ୍ରଭାବ — State of being bent
  • ସଂ. ବି. ଧାତୁ (ସମ୍=ସମ୍ୟକ୍+ନମ୍ ଧାତୁ=ନଇଁବା+ଭାବ. ତି) ବିନୟ — Humility; humbleness
  • ସଂ. ବି. ଧାତୁ (ସମ୍=ସମ୍ୟକ୍+ନମ୍ ଧାତୁ=ନଇଁବା+ଭାବ. ତି) ଧ୍ୱନି — Sound; noise
  • ସଂ. ବି. ଧାତୁ (ସମ୍=ସମ୍ୟକ୍+ନମ୍ ଧାତୁ=ନଇଁବା+ଭାବ. ତି) ହୋମ ବିଶେଷ — A form of offering oblations to fire