ସନ୍ଧ୍ୟାରାମ Sandhyārāma

  • ସଂ. ବି. (ବହୁବ୍ରୀହି; ସନ୍ଧ୍ୟା+ରାମ; ସନ୍ଧ୍ୟାରେ ରମଣ ଯାହାଙ୍କର) ପ୍ରଜାପତି; ବ୍ରହ୍ମା (ଶବ୍ଦରତ୍ନାବଳୀ) — Brahmā the Creator