ସନ୍ଧ୍ୟାରାତ୍ରିକ Sandhyārātrika

  • ସଂ. ବି.—(ମ. ପ. ଲୋ) — ସନ୍ଧ୍ୟାକାଳୀନ ଆଳତି; ଦେବ— ମନ୍ଦିରାଦିରେ ପ୍ରାତଃ ସନ୍ଧ୍ୟା ଓ ସାୟଂ ସନ୍ଧ୍ୟାରେ କରାଯିବା ଆରତ୍ରିକ — The ceremony of waving of lighted wicks before a Deity in the morning and evening