ସନ୍ଧ୍ୟାଭ୍ର Sandhyābhra

  • ସଂ. ବି — (ସନ୍ଧ୍ୟା କାଳରେ ଅଭ୍ର ପରି ଦେଖାଯିବା; ବହୁବ୍ରୀହି; ସନ୍ଧ୍ୟା+ଅଭ୍ର)—ସୁବର୍ଣ୍ଣ ଗୈରିକ (ରାଜ ନିର୍ଘଣ୍ଟ) — A sort of golden ochre
  • ସଂ. ବି — (ଷଷ୍ଠୀ ତତ୍) ସନ୍ଧ୍ୟାକାଳୀନ ମେଘ (ବିଶ୍ୱକୋଷ) — Evening cloud