ସନ୍ଧ୍ୟାଂଶ Sandhyāṁṡa
- ସଂ. ବି — ଯୁଗସନ୍ଧି; ଦୁଇ ଯୁଗର ମଧ୍ୟବର୍ତ୍ତୀ କାଳ — The transitory period between two Ages
- ସଂ. ବି — ଯୁଗର ଶେଷ କାଳ — The closing period of an Age
- ସଂ. ବି — [ଦ୍ର—ପୁରାଣ ଅନୁସାରେ ସତ୍ୟଯୁଗର ସନ୍ଧ୍ୟାଂଶ 4000 ମାନୁଷ ବର୍ଷ, କ୍ରେତା ଯୁଗର 3000 ବର୍ଷ, ଦ୍ୱାପରଯୁଗର 2000 ବର୍ଷ ଓ କଳିଯୁଗର 1000 ବର୍ଷ। ମନୁ।] — [ଦ୍ର—ପୁରାଣ ଅନୁସାରେ ସତ୍ୟଯୁଗର ସନ୍ଧ୍ୟାଂଶ4000ମାନୁଷ ବର୍ଷ, କ୍ରେତା ଯୁଗର3000ବର୍ଷ, ଦ୍ୱାପରଯୁଗର2000ବର୍ଷ ଓ କଳିଯୁଗର1000ବର୍ଷ ମନୁ]
- ସଂ. ବି — ପ୍ରତ୍ୟେକ ଯୁଗର ପ୍ରଥମ ଓ ଶେଷାଂଶ (ବିଶ୍ୱକୋଷ) — The first and last of every mythological Age
- ସଂ. ବି — [ଦ୍ର—ଦୈବ ପରିମାଣରେ 4 ହଜାର ବର୍ଷ ସତ୍ୟ ଯୁଗର କାଳ। ଏଥିର ପ୍ରଥମ 4 ଶତ ବର୍ଷ ସନ୍ଧ୍ୟା ଓ ଶେଷ 4 ଶତ ବର୍ଷ ସନ୍ଧ୍ୟାଂଶ, ତ୍ରେତା ଯୁଗର କାଳ 3 ହଜାର ବର୍ଷ; ଏଥିର ପ୍ରଥମ 3 ଶତ ବର୍ଷ ସନ୍ଧ୍ୟା ଓ ଶେଷ 3 ଶତ ବର୍ଷ ସନ୍ଧ୍ୟାଂଶ; ଦ୍ୱାପର ଯୁଗର କାଳ 2 ହଜାର ବର୍ଷ ତହିଁର ପ୍ରଥମ 200 ବର୍ଷ ସନ୍ଧ୍ୟା ଓ ଶେଷ 200 ବର୍ଷ ସନ୍ଧ୍ୟାଂଶ; କଳିଯୁଗର କାଳ 1 ହଜାର ବର୍ଷ; ତହିଁରୁ ପ୍ରଥମ 100 ବର୍ଷ ସନ୍ଧ୍ୟା ଓ ଶେଷ 100 ବର୍ଷ ସନ୍ଧ୍ୟାଂଶ। ବିଶ୍ୱକୋଷ; ମନୁ 1।69 - 70 ।] — [ଦ୍ର—ଦୈବ ପରିମାଣରେ4ହଜାର ବର୍ଷ ସତ୍ୟ ଯୁଗର କାଳ ଏଥିର ପ୍ରଥମ4ଶତ ବର୍ଷ ସନ୍ଧ୍ୟା ଓ ଶେଷ4ଶତ ବର୍ଷ ସନ୍ଧ୍ୟାଂଶ, ତ୍ରେତା ଯୁଗର କାଳ3ହଜାର ବର୍ଷ; ଏଥିର ପ୍ରଥମ3ଶତ ବର୍ଷ ସନ୍ଧ୍ୟା ଓ ଶେଷ3ଶତ ବର୍ଷ ସନ୍ଧ୍ୟାଂଶ; ଦ୍ୱାପର ଯୁଗର କାଳ2ହଜାର ବର୍ଷ ତହିଁର ପ୍ରଥମ200ବର୍ଷ ସନ୍ଧ୍ୟା ଓ ଶେଷ200ବର୍ଷ ସନ୍ଧ୍ୟାଂଶ; କଳିଯୁଗର କାଳ1ହଜାର ବର୍ଷ; ତହିଁରୁ ପ୍ରଥମ100ବର୍ଷ ସନ୍ଧ୍ୟା ଓ ଶେଷ100ବର୍ଷ ସନ୍ଧ୍ୟାଂଶ ବିଶ୍ୱକୋଷ; ମନୁ169-70]