ସନ୍ଧ୍ୟା ଦୀପ Sandhyā dīpa

  • ସଂ. ବି.—(ମ. ପ. ଲୋ; ସନ୍ଧ୍ୟାକାଳରେ ପ୍ରଜ୍ଜ୍ୱାଳିତ ଦୀପ) — ସଞ୍ଜଦୀପ; ସାୟଂକାଳରେ ଗୃହରେ ବା ଦେବ— ମନ୍ଦିରରେ ପ୍ରଜ୍ଜାଳିତ ପ୍ରଦୀପ — Lamp lighted in a house or temple at nightfall