ସନ୍ଧ୍ୟା ଦର୍ଶନ Sandhyā darṡana
- ଦେ. ବି. — ଆଷାଢ଼ ଶୁକ୍ଳା ନବମୀ ଦିନ ସନ୍ଧ୍ୟାବେଳେ ଗୁଣ୍ଡିଚା ଘରେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ — Paying visit to Lord Jagannāth in the Guṇdichāghara in the evening of the ninth day of the bright lunar fortnight of Āsāṟḍ̠ẖa
- ଦେ. ବି. — [ଦ୍ର—ସନ୍ଧ୍ୟା ଦର୍ଶନର ଅନ୍ଯ ନାମ ନବମୀ ଦର୍ଶନ।]