ସନ୍ଧିନୀ Sandhinī
- ସଂ. ବି. ସ୍ତ୍ରୀ. (ସନ୍ଧା=ମିଳନ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) ବୃଷ ଦ୍ୱାରା ଆକ୍ରାନ୍ତା ଋତୁମତୀ ଗାଭୀ; ଯେଉଁ ଗାଈ ବଏ ଯାଇଅଛି; ନିଷ୍ଣାଦିତମୈଥନା ଋତୁମତୀ ଗାଭୀ — A menstruated cow which has been copulated by a bull
- ସଂ. ବି. ସ୍ତ୍ରୀ. (ସନ୍ଧା=ମିଳନ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) ଅକାଳରେ ଦୁଗ୍ଧଦାୟିନୀ ଗାଭୀ — A cow which is milked in wrong time without a calf
- ସଂ. ବି. ସ୍ତ୍ରୀ. (ସନ୍ଧା=ମିଳନ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) [ଦ୍ର—ଏ ଗାଭୀର ଦୁଗ୍ଧ ଅସେବନୀୟ—ଯାଜ୍ଞବଳ୍କ୍ୟ]
- ସଂ. ବି. ସ୍ତ୍ରୀ. (ସନ୍ଧା=ମିଳନ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) ସ୍ନେହ ଉଦ୍ଦୀପନାର ବିକାର ବିଶେଷ — A kind of indication for exciting love
- ସଂ. ବି. ସ୍ତ୍ରୀ. (ସନ୍ଧା=ମିଳନ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ) [ଉ—ସନ୍ଧିନୀ ସମ୍ବନ୍ଧିନୀ ଆହ୍ନାଦିନୀ, ବିକାର ତତ୍ତ୍ୱ ଗୁଣ ଅଛି ଘେନି। ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି]