ସନ୍ଧିତ୍ସା Sandhit-sā

  • ସଂ. ବି.—(ସମ୍+ଧା. ଧାତୁ+ଇଚ୍ଛାର୍ଥେ ସନ୍. ଅ+ସ୍ତ୍ରୀ. ଅ) — ସନ୍ଧାନ କରିବାର ଇଚ୍ଛା — A desire to enquire; inquisitiveness