ସନ୍ଧିଜ Sandhija

  • ସଂ. ବି—(ସନ୍ଧି=ମଦ୍ୟସନ୍ଧାନ+ଜନ୍ ଧାତୁ=ଜନ୍ମିବା+ କର୍ତୃ. ଅ) — ବକଯନ୍ତ୍ରଦ୍ୱାରା ଚୁଆଁ ହୋଇ ପ୍ରସ୍ତୁତ ହେବା ମଦ୍ୟ; ସୁରା — Distilled spirit; fermented liquor