ସନ୍ଧିଆ ପଚରା ମାରିବା
- ଦେ. କ୍ରି — ଶଗଡ଼ଚକର ପୁଟୀ— ମାନଙ୍କୁ ପରସ୍ପର ସଙ୍ଗେ ଓ ଅରକୁ ପୁଟୀ ସଙ୍ଗେ ଯୋଡ଼ିବା ପାଇଁ ଖିଲମାନ ମାରିବା;
- ଦେ. କ୍ରି — [ଦ୍ର—ଶଗଡ଼ଚକର ପୁଟୀ— ମାନଙ୍କୁ ଯୋଡ଼ିବା ଖିଲକୁ ସନ୍ଧିଆ ଓ ଅରକୁ ପୁଟୀ ସଙ୍ଗେ ଯୋଡ଼ିବା ଖିଲକୁ ପୋଚରା ବୋଲାଯାଏ।]
- ଦେ. କ୍ରି — (ଲକ୍ଷ— ଣାର୍ଥ) କୌଣସି କାର୍ଯ୍ୟକୁ ଖୁବ୍ ମଜଭୂତ୍ ଓ ନିର୍ଦୋଷ କରି ସମ୍ପାଦନ କରିବା।