ସନ୍ଧି ବେଳା Sandhi beḻā

  • ସଂ. ବି — ଦିନ ଓ ରାତିର ମିଳନ କାଳ; ସନ୍ଧ୍ୟା — Evening
  • ସଂ. ବି — ତିଥି ଦ୍ୱୟର ମିଳନ କାଳ — The meeting space between two lunar days
  • ସଂ. ବି — ସନ୍ଧି କ୍ଷଣ 2 (ଦେଖ) — ସନ୍ଧି କ୍ଷଣ2(ଦେଖ). Sandhi kshaṇa 2 (See)