ସନ୍ଧି ବିସନ୍ଧି Sandhi bisandhi

  • ଦେ. ବି (ନିରର୍ଥକ ସହଚର) — ବଡ଼ ଓ ଛୋଟ ସମସ୍ତ ସନ୍ଧି — All the joints, big and small
  • ଦେ. ବି (ନିରର୍ଥକ ସହଚର) — ବାହାରର ଓ ଭିତରର ସମସ୍ତ ସ୍ଥାନ — All the spaces in and out
  • ଦେ. ବି (ନିରର୍ଥକ ସହଚର) — ସାନ ବଡ଼ ସବୁ ଫାଙ୍କ — All the interstices, big and small