ସନ୍ଧି ବିଚ୍ଛେଦ Sandhi bichchheda
- ସଂ. ବି — ସନ୍ଧି ଭଙ୍ଗ (ଦେଖ) — Sandhi bhaṅga. (See)
- ସଂ. ବି — (ବ୍ୟାକରଣ) ସନ୍ଧି ଦ୍ୱାରା ନିଷ୍ପନ୍ନ ପଦର ଭିନ୍ନ ଭିନ୍ନ ଅଂଶକୁ ପୃଥକ୍ କରିବା — (grammar) Taking to pieces the elements of a word formed by 'Sandhi' or grammatical combination, by separating its combined letters