ସନ୍ଧି ବନ୍ଧନ Sandhi bandhana

  • ସଂ. ବି ( 3 ୟା ତତ୍) — ସନ୍ଧି ଦ୍ୱାରା ପରସ୍ପର ସହିତ ମିଳନ — Formation of alliance by a treaty
  • ସଂ. ବି ( 3 ୟା ତତ୍) — (ବହୁବ୍ରୀହି) ଶିରା — Vein; artery
  • ସଂ. ବି ( 3 ୟା ତତ୍) — [ଦ୍ର—ଏହି ଶିରା ଶରୀରର ସନ୍ଧି ସ୍ଥାନକୁ ବନ୍ଧନ କରି ରଖେ।]