ସନ୍ଧି ଜୀବକ Sandhi jībaka

  • ସଂ. ବିଣ. ପୁଂ. (ସନ୍ଧି+ଜୀବ୍ ଧାତୁ=ବଞ୍ଚିବା+କର୍ତ୍ତୃ. ଅକ) — ଯେଉଁ ବ୍ଯକ୍ତି ଶଠତାଦ୍ୱାରା ଜୀବିକା ନିର୍ବାହ କରେ — Earning one's livelihood by pursuing unfair means
  • ସଂ. ବିଣ. ପୁଂ. (ସନ୍ଧି+ଜୀବ୍ ଧାତୁ=ବଞ୍ଚିବା+କର୍ତ୍ତୃ. ଅକ) — ସନ୍ଧି ଚୌର୍ଯ୍ୟ କରି ଯେ ଜୀବିକା ନିର୍ବାହ କରେ — Earning livelihood by housebreaking
  • ସଂ. ବିଣ. ପୁଂ — ସନ୍ଧିଚୋର — A regular house breaker by boring holes
  • ସଂ. ବିଣ. ପୁଂ — କୁଟୁଣା; ଭଡ଼ୁଆ — A panderer; a bawd; a procurer