ସନ୍ଧି ଚୌର Sandhi cha̲u̲ra

  • ସଂ. ବି. (ବହୁବ୍ରୀହି ବା ମ. ପ. ଲୋ; ସନ୍ଧିକାରୀ ଚୌର) — ଯେଉଁ ଚୋର ଘରେ ସିନ୍ଧି ଗାତ ଖୋଳି ଚୋରି କରେ — A house-breaker who enters into a house by boring a hole from out-side