ସନ୍ଧାନୀ Sandhānī
- ସଂ. ବିଣ. ପୁଂ (ସନ୍ଧାନ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଅନୁସନ୍ଧାନକାରୀ — Searching
- ସଂ. ବିଣ. ପୁଂ (ସନ୍ଧାନ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଲକ୍ଷ୍ୟକାରୀ — Aiming
- ସଂ. ବି (ସମ୍+ଧା ଧାତୁ=ଭାବ. ଅନ+ସ୍ତ୍ରୀ. ଈ) — ସନ୍ଧାନ (ଦେଖ) — sandhāna (See)
- ସଂ. ବିଣ (କଚିରିଆ) — ସନ୍ଧାନ କରିବାରେ ସିଦ୍ଧହସ୍ତ — Expert or skilled in tracing; having detective capacity
- ସଂ. ବିଣ (କଚିରିଆ) — ଅପରାଧ ଆଦିର ସନ୍ଧାନରେ ନିଯୁକ୍ତ — Detective; engaged in detecting crimes