ସନ୍ଧାନିତ Sandhānita

  • ସଂ. ବିଣ (ସନ୍ଧାନ+ଯୁକ୍ତାର୍ଥେ. ଇତ) — ସଂଘଟ୍ଟିତ — Mixed up
  • ସଂ. ବିଣ (ସନ୍ଧାନ+ଯୁକ୍ତାର୍ଥେ. ଇତ) — ସମ୍ମିଳିତ — Joined together
  • ସଂ. ବିଣ (ସନ୍ଧାନ+ଯୁକ୍ତାର୍ଥେ. ଇତ) — ଯାହାର ସନ୍ଧାନ ମିଳିଅଛି — Traced