ସନ୍ଧାନିକା Sandhānikā

  • ସଂ. ବି (ସନ୍ଧାନ+କ+ସ୍ତ୍ରୀ. ଆ) — ବିବିଧ ଫଳରୁ ପ୍ରସ୍ତୁତ ଆଚାର — Pickles prepared from various fruits
  • ସଂ. ବି (ସନ୍ଧାନ+କ+ସ୍ତ୍ରୀ. ଆ) — [ଦ୍ର—ସାଧାରଣତଃ ଏହା ଅମ୍ଳ ମଧୁର ରସ, ଶୀତବୀର୍ଯ୍ୟ, ସାରକ, ବିଦାରୀ ଓ କଫପିତ୍ତ— ବର୍ଦ୍ଧକ ଅଟେ।]