ସନ୍ଧାନ ବର୍ଗ Sandhāna barga

  • ସଂ. ବି (ବୈଦ୍ଯକ) — ବୈଦ୍ୟଶାସ୍ତ୍ରୋକ୍ତ ନାନା ପ୍ରକାର ମଦିରା (ଯଥା—ମଦ୍ୟ, ଗୌଡ଼ୀ, ମାଧ୍ୱୀ, ପୈଷ୍ଟୀ, କାଦମ୍ବରୀ, ମାଧୁରୀ, ମୈରେୟୀ, ମାର୍ଦ୍ୱୀକ, ସୁରା, ସୀଧୁ) — The different sorts of wine mentioned in the Hindu medical treatises