ସନ୍ଧାନ ପାଇବା Sandhāna pāibā

  • ଦେ. କ୍ରି — ସୁରାକ୍ ପାଇବା; କୌଣସି ବିଷୟର ତଥ୍ୟ ବା ସଂବାଦ ଅବଗତ ହେବା — To get a clue to a matter; to find out a clue