ସନ୍ଦିହାନ Sandihāna

  • ସଂ. ବିଣ. ପୁଂ (ସମ୍+ଦିହ୍ ଧାତୁ=ଲେପନ କରିବା, ସଂଶୟ କରିବା+କର୍ତ୍ତୃ. ଅନ) — ସନ୍ଦୋହାନ୍ୱିତ; ସଂଶୟ ଯୁକ୍ତ; ଯାହାର ମନରେ ସନ୍ଦେହ ଜାତ ହୋଇଅଛି — Suspicious; sceptic; doubtful