ସନ୍ଦିଷ୍ଟ Sandishṭa

  • ସଂ. ବିଣ; ପୁଂ (ସମ୍+ଦିଶ୍ ଧାତୁ=ଆଦେଶ କରିବା, କହିବା+କର୍ମ. ତ) — ଆଦିଷ୍ଟ; ଆଦେଶ ପ୍ରାପ୍ତ; ଆଜ୍ଞପ୍ତ — Commanded; ordered
  • ସଂ. ବିଣ; ପୁଂ (ସମ୍+ଦିଶ୍ ଧାତୁ=ଆଦେଶ କରିବା, କହିବା+କର୍ମ. ତ) — କଥିତ — Spoken; told
  • ସଂ. ବି (+ଭାବ. ତ) — ଆଦେଶ — Order; command
  • ସଂ. ବି (+ଭାବ. ତ) — ବାର୍ତ୍ତା; ସମ୍ବାଦ — News; information; intelligence