ସନ୍ଦିଗ୍ଧତା Sandigdhatā

  • ସଂ. ବି (ସଂ. ସନ୍ଦିଗ୍ଧ+ଭାବେ. ତା) — ସନ୍ଦେହ ଯୁକ୍ତତା; ସନ୍ଦିହାନତା — 1. Doubtfulness; hesitativeness
  • ସଂ. ବି (ସଂ. ସନ୍ଦିଗ୍ଧ+ଭାବେ. ତା) — ଅଳଙ୍କାର ଶାସ୍ତ୍ରରେ ଶବ୍ଦଦୋଷ— ବିଶେଷ; ଶବ୍ଦର ପ୍ରୟୋଗ ଦ୍ୱାରା ଅର୍ଥର ଅବଗତିରେ ସନ୍ଦେହ ଜାତ ହେବା ଦୋଷ — A defect in composition consisting of the use of a word capable of conveying more than one sense
  • ସଂ. ବି (ସଂ. ସନ୍ଦିଗ୍ଧ+ଭାବେ. ତା) — [ଏଥିର ଉଦାହରଣ— ଶୁଣ ଆହେ ବନ୍ଧୁଗଣ କିପାଇଁ ବିରସ ମନ ଏହି ଦେଖ ସୁରାଳୟ କର ଗମନ ତହିଁ ନିତ୍ୟ ସେବା କର ମନେ ପ୍ରଫୁଲ୍ଲ ଆଚର କ୍ରମେ ଆସକ୍ତି ବଢ଼ିବ ତୁମ୍ଭ ମନର। କୁଳମଣି, ଅଳଙ୍କାର ତରଙ୍ଗିଣୀ।]