ସନ୍ତ୍ରସ୍ତ Santrasta

  • ସଂ. ବିଣ. ପୁଂ (ସମ୍=ବିଶେଷ ଭାବରେ+ତ୍ରସ୍ ଧାତୁ= କର୍ତ୍ତୃ. ତ) — ଅତ୍ୟନ୍ତ ଭୀତ; ଭୀତ ଚକିତ — Terrified; very much afraid
  • ସଂ. ବିଣ. ପୁଂ (ସମ୍=ବିଶେଷ ଭାବରେ+ତ୍ରସ୍ ଧାତୁ= କର୍ତ୍ତୃ. ତ) — [ଦ୍ର—ଅନ୍ୟଦ୍ୱାରା ଭୀତିପ୍ରାପ୍ତ ବ୍ଯକ୍ତି ସ୍ଥଳରେ ସନ୍ତ୍ରାସିତ ଶବ୍ଦ ବ୍ଯବହୃତ ହୁଏ।]