ସନ୍ତୋଷ Santosha

  • ସଂ. ବି (ସମ୍+ତୁଷ୍ ଧାତୁ+ଭାବ. ଅ) — ପରିତୋଷ; ତୃପ୍ତି — Satisfaction; gratification; contentment
  • ସଂ. ବି (ସମ୍+ତୁଷ୍ ଧାତୁ+ଭାବ. ଅ) — ଆହ୍ଲାଦ; ଆନନ୍ଦ — Joy; pleasure
  • ଗ୍ରା. ବିଣ — ସନ୍ତୁଷ୍ଟ — Satisfied, gratified
  • ଗ୍ରା. ବିଣ — [ଉ—ସନ୍ତୋଷ ହେଲି ମାଗ ଯେ ଅଛି ମନରେ। କୃଷ୍ଣସିଂହ, ମହାଭାରତ, ବନ।]