ସନ୍ତୋଷୀ Santoshī

  • ସଂ. ବିଣ ପୁଂ — (ମସ+ତୁଷ. ଧାତୁ ଣିଚ୍+କର୍ତ୍ତୃ. ଇନ୍; 1 ମୀ. 1 ବ) — (ମସ+ତୁଷ. ଧାତୁ ଣିଚ୍+କର୍ତ୍ତୃ. ଇନ୍;ମୀ.ବ)
  • ସଂ. ବିଣ ପୁଂ — ଆହ୍ଲାଦକର — 1. Pleasing; gratifying
  • ସଂ. ବିଣ ପୁଂ — (ସନ୍ତୋଷ+ ଅଛି ଅର୍ଥରେ ଇନ୍; 1 ମୀ. 1 ବ) ସନ୍ତୁଷ୍ଟ — (ସନ୍ତୋଷ+ ଅଛି ଅର୍ଥରେ ଇନ୍;1ମୀ.1ବ) ସନ୍ତୁଷ୍ଟ—. Contented
  • ସଂ. ବିଣ ପୁଂ — ସନ୍ତୁଷ୍ଟ ପ୍ରକୃତିକ — Contented by nature