ସନ୍ତୋଷଣୀୟ Santoshaṇīya

  • ସଂ. ବିଣ (ସମ୍+ତୁଷ୍ ଧାତୁ ଣିଚ୍=ତୋଷି. ଧାତୁ+କର୍ମ. ଅନୀୟ) — ଯାହାଙ୍କୁ ସନ୍ତୁଷ୍ଟ କରାଇବା ଉଚିତ — Fit to be pleased or gratified
  • ସଂ. ବିଣ (ସମ୍+ତୁଷ୍ ଧାତୁ ଣିଚ୍=ତୋଷି. ଧାତୁ+କର୍ମ. ଅନୀୟ) — ଯାହାଙ୍କୁ ସନ୍ତୁଷ୍ଟ କରାଯାଇ ପାରେ — Capable of being gratified