ସନ୍ତୋଷ ବର୍ଦ୍ଧନ Santosha bardhana
- ସଂ. ବି (ସନ୍ତୋଷ+ବୃଧ୍. ଧାତୁ+ଭାବ. ଅନ — ତୃପ୍ତି ବଢ଼ାଇବା; ସନ୍ତୋଷକୁ କ୍ରମଶଃ ଅଧିକତର କରାଇବା — Increasing or promoting satisfaction or pleasure
- ସଂ. ବିଣ (+କର୍ତ୍ତୃ. ଅନ) — ଯେ ସନ୍ତୋଷ ବର୍ଦ୍ଧନ କରାଏ — Promoting satisfaction; conducive of pleasure