ସନ୍ତେଇବା Santeibā

  • ଦେ. କ୍ରି — (ସଂ. ସିକ୍ତ)(ଭୂମି)ଜଳାର୍ଦ୍ର ହେବା — To be damp; to be full moisture
  • ଦେ. କ୍ରି — (ସଂ. ସନ୍ତପନ) କୌଣସି ବ୍ଯକ୍ତିକୁ ସନ୍ତାପିତ କରିବା ବା କ୍ଳିଷ୍ଟ କରିବା; କ୍ଳେଶ ଦେବା — To cause suffering to a person; to afflict or harass a person