ସନ୍ତୁଷ୍ଟ Santushṭa

  • ସଂ. ବିଣ. ପୁଂ (ସମ୍=ସମ୍ୟକ୍+ତୁଷ୍ ଧାତୁ=ତୃପ୍ତ ହେବା+ କର୍ତ୍ତୃ. ତ) — ସନ୍ତୋଷଯୁକ୍ତ; ତୃପ୍ତ; ପ୍ରସନ୍ନ — Contented; gratified; satisfied; Pleased
  • ସଂ. ବିଣ. ପୁଂ (ସମ୍=ସମ୍ୟକ୍+ତୁଷ୍ ଧାତୁ=ତୃପ୍ତ ହେବା+ କର୍ତ୍ତୃ. ତ) — ହୃଷ୍ଟ; ଅହ୍ଲାଦିତ — Overjoyed