ସନ୍ତୁଷ୍ଟି Santushṭi

  • ସଂ. ବି (ସମ୍=ସମ୍ୟକ୍+ତୁଷ୍ଟି=ତୃପ୍ତି) — ସମ୍ପୂର୍ଣ୍ଣ ପରିତୃପ୍ତି — Contentment
  • ସଂ. ବି (ସମ୍=ସମ୍ୟକ୍+ତୁଷ୍ଟି=ତୃପ୍ତି) — ମନୋବୋଧ — Satisfaction; gratification