ସନ୍ତୁଷ୍ଟ ଚିତ୍ତ Santushṭa chitta

  • ସଂ. ବି (କର୍ମଧାରୟ) — ହୃଷ୍ଟ ମନ — Contented mind
  • ସଂ. ବିଣ. ପୁଂ (ବହୁବ୍ରୀହି) — ତୃପ୍ତମନାଃ; ଯାହାର ମନସ୍ତୃପ୍ତି ହୋଇଅଛି — Inwardly pleased; gratified at heart