ସନ୍ତାନିକା Santānikā

  • ସଂ. ବି (ସନ୍ତାନ+କ+ସ୍ତ୍ରୀ ଆ; ଯାହା ଦୁଗ୍ଧ ଉପରେ ବିସ୍ତୃତ ହୁଏ) — ଦୁଧର ସର — Cream of milk
  • ସଂ. ବି (ସନ୍ତାନ+କ+ସ୍ତ୍ରୀ ଆ; ଯାହା ଦୁଗ୍ଧ ଉପରେ ବିସ୍ତୃତ ହୁଏ) — [ଦ୍ର—ଏହା ଗୁରୁପାକ, ଶୀତବୀର୍ଯ୍ୟ, ରତି— ଶକ୍ତିବର୍ଦ୍ଧକ, ରକ୍ତପିତ୍ତନାଶକ, ବାତଘ୍ନ, ତୃପ୍ତିକର, ପୁଷ୍ଟିକର, ସ୍ନିଗ୍ଧ, କଫଜନକ, ବଳକର ଓ ଶୁକ୍ରଜନକ ଅଟେ।
  • ସଂ. ବି (ସନ୍ତାନ+କ+ସ୍ତ୍ରୀ ଆ; ଯାହା ଦୁଗ୍ଧ ଉପରେ ବିସ୍ତୃତ ହୁଏ) — ଛୁରୀର ଧାର — The edge of a knife
  • ସଂ. ବି (ସନ୍ତାନ+କ+ସ୍ତ୍ରୀ ଆ; ଯାହା ଦୁଗ୍ଧ ଉପରେ ବିସ୍ତୃତ ହୁଏ) — ଫେନ — Froth; foam
  • ସଂ. ବି (ସନ୍ତାନ+କ+ସ୍ତ୍ରୀ ଆ; ଯାହା ଦୁଗ୍ଧ ଉପରେ ବିସ୍ତୃତ ହୁଏ) — ଲୂତାତନ୍ତୁ; ମାଙ୍କଡ଼ସା ଜାଲ — Spider's web; cobweb