ସନ୍ତାନ ଜନକ Santāna janaka

  • ସଂ. ବିଣ. ପୁଂ (ସନ୍ତାନ+ଜନି ଧାତୁ+କର୍ତ୍ତୃ ଅକ) — ସନ୍ତାନୋତ୍ପାଦକ (ଦେଖ) — Santānotpādaka (See)
  • ସଂ. ବି. ପୁଂ — ସନ୍ତାନର ପିତା — father of issues