ସନ୍ତରିବା Santaribā

  • ଦେ. କ୍ରି. (ପଦ୍ଯ)—(ସଂ. ସନ୍ତରଣ) — ସନ୍ତରଣ କରିବା; ପହଁରିବା — To swim
  • ଦେ. କ୍ରି. (ପଦ୍ଯ)—(ସଂ. ସନ୍ତରଣ) — [ଉ—ନରନାରୀ ଶୋଭା—ସମୁଦ୍ର— ଜଳେ, ସନ୍ତରନ୍ତି ମୀନ ସମ ବିହ୍ୱଳେ। ମଧୁସୂଦନ—ଛାନ୍ଦମାଳା।]